ଶ୍ରୀ କାନ୍ଦନ ମାଝୀ ଏହି ଅନୁଷ୍ଠାନର ଅଧ୍ୟକ୍ଷ ଭାବେ କାର୍ଯ୍ୟରତ ଅଟନ୍ତି | ତାଙ୍କର ଲକ୍ଷଯୁକ୍ତ ତତ୍ତ୍ୱାବଧାନ ଫଳରେ ଏହି ଅନୁଷ୍ଠାନଟି ଓଡିଶାର ସଫଳ ଆଇ.ଟି.ଆଇ ମାନଙ୍କ ମଧ୍ୟରେ ଅନ୍ୟତମ ହୋଇପାରିଛି | ନିଜର ୨୩ବର୍ଷର ଶିକ୍ଷାଗତ ଅଭିଜ୍ଞତା କାରଣରୁ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ମଧ୍ୟରେ ସେ ଜଣେ ସଫଳ ଗୁରୁ ଭାବେ ନିଜକୁ ପ୍ରମାଣିତ କରିପାରିଛନ୍ତି |