ଛାତ୍ରଛାତ୍ରୀଙ୍କ ମଙ୍ଗଳାର୍ଥେ
  • ଅନୁସୂଚିତ ଜାତି, ଜନଜାତି, ମହିଳା ଏବଂ ଦିବ୍ୟାଙ୍କ ତାଲିକାଭୁକ୍ତ ପ୍ରଶିକ୍ଷାର୍ଥୀଙ୍କ ଲାଗି ଟ୍ୟୁସନ ଫିସ୍‌ ରେ ଛାଡ
  • ପ୍ରେରଣା ଯୋଜନା ଅନୁସାରେ ହଷ୍ଟେଲ୍‌ରେ ରହୁଥିବା ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗଙ୍କ ଲାଗି PMS- ଏଡ୍‌ମିଶନ ଫିସ୍‌ ରେ ସମ୍ପୂର୍ଣ୍ଣ ଛାଡ ଓ ରକ୍ଷଣାବେକ୍ଷଣ ଖର୍ଚ୍ଚ ବାବଦକୁ ମାସିକ ଟ୧୦୦୦.୦୦ ଙ୍କା ଭତ୍ତା |
  • ଯୋଗ୍ୟତା ଭିତ୍ତିକ ଭତ୍ତା ବାବଦକୁ ମାସକୁ ଟ୨୫୦.୦୦ ଙ୍କା ଏବଂ ଯୋଗ୍ୟତା ତଥା ଗରିବୀ ବାବଦକୁ ଭତ୍ତା ମାସକୁ ଟ୍୨୦୦.୦୦ ଙ୍କା
  • BOC Workersଙ୍କର ପିଲାମାନଙ୍କ ଲାଗି ମାସକୁ ଟ୧୫୦୦.୦୦ ଙ୍କା ହଷ୍ଟେଲ ଫିସ ବାବଦକୁ ଭତ୍ତା
  • ITI Uniform ବାବଦକୁ ବାର୍ଷିକ ଟ୩୦୦୦.୦୦ଙ୍କା ଭତ୍ତା
  • ଔଦ୍ୟୋଗିକ ଭ୍ରମଣ
  • ପ୍ରତ୍ୟେକ ପ୍ରଶିକ୍ଷାର୍ଥୀଙ୍କ ଲାଗି NIMI Written Instructional Materials