ଆମ ଇତିହାସ

୧୬ ଜୁଲାଇ ୧୯୩୧ ରେ ଏହି ଅନୁଷ୍ଠାନଟି ଉଦ୍‌ଘାଟିତ ହୋଇଥିଲା | ମହାରାଜା ପୂର୍ଣ୍ଣଚନ୍ଦ୍ର ଭଂଜ ଦେଓ ଙ୍କ ସ୍ମରଣରେ ତତ୍କାଳୀନ ସାନ ମହାରାଣୀ ସାହେବାଙ୍କ ଲକ୍ଷେ ଟଙ୍କା ଅନୁଦାନରେ ନିର୍ମିତ ହୋଇଥିବା ଏହି ଅନୁଷ୍ଠାନର ପ୍ରଥମ ସତ୍ର ୧୦ ଅଗଷ୍ଟ ୨୯୩୧ ଠାରୁ ଆରମ୍ଭ ହୋଇଥିଲା |